Six Students Display Unusual Behaviour During Flag Hoisting: ପତାକା ଉତ୍ତୋଳନ ବେଳେ ୬ ଛାତ୍ରୀ ଅସୁସ୍ଥ, ମେଡିକାଲ ନେବା ବଦଳରେ କଲେ ପୂଜାର୍ଚ୍ଚନା

·15 Aug
Share:PostShare

ଜାତୀୟ ପତାକା ଉତ୍ତୋଳନ ବେଳେ ହଠାତ ଅସୁସ୍ଥ ହୋଇ ପଡିଲେ ୬ ଜଣ ଛାତ୍ରୀ । ଅସୁସ୍ଥଙ୍କୁ ମେଡିକାଲ ନେବା ପରିବର୍ତ୍ତେ ପୂଜାର୍ଚ୍ଚନାର ସାହାରା ନେଲେ ପରିବାର ଲୋକ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବାଲିରୋଇ ସ୍ଥିତ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସ ପାଳନ କରାଯାଉଥିଲା । ଜାତୀୟ ପତାକା ଉତ୍ତୋଳନ ବେଳେ ହଠାତ ୬ ଜଣ ଛାତ୍ରୀ ଅସ୍ୱାଭାବିକ ଆଚରଣ କରିଥିଲେ । ହେଲେ ଅଭିଭାବକମାନେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନନେଇ ନିକଟସ୍ଥ ମହାମାୟୀ ମଣ୍ଡପରେ ପୂଜାର୍ଚ୍ଚନା କରିଥିବା ଜଣାପଡିଛି । ଏହା ଅନ୍ଧବିଶ୍ୱାସ ବୋଲି ହେତୁବାଦୀମାନେ କହୁଛନ୍ତି । ବାରକୋଟ ବ୍ଲକ ପଡିଆନାଲି ସ୍କୁଲରେ ଅଘଟଣ ପତାକା ଉତ୍ତୋଳନ ବେଳେ ଛାତ୍ରୀମାନେ ଅସୁସ୍ଥ ହଠାତ ଅସୁସ୍ଥ ହୋଇପଡିଲେ ୬ ଜଣ ଛାତ୍ରୀ ଅସ୍ୱାଭାବିକ ଆଚରଣ କଲେ ଅସୁସ୍ଥ ଛାତ୍ରୀ ଅସୁସ୍ଥ ଛାତ୍ରୀଙ୍କୁ ମେଡିକାଲ ନେଲେନି ଅଭିଭାବକ ନିକଟସ୍ଥ ମହାମାୟୀ ମଣ୍ଡପରେ ପୂଜାର୍ଚ୍ଚନା

O

Otv News

Original source

Read full story

Related Stories

Aaple Sarkar Maharashtra

Outage report
Outage
Outage42m ago

Aaple Sarkar Maharashtra users report portal problems

Aaple Sarkar Maharashtra is seeing elevated user reports in India. 26 reports in 24 hours (1 in the last 30 minutes). Live status on DownRightNow.

Aaple Sarkar Maharashtra

Headlines and briefs on this site are for information only. Always verify details on the original source or live status page.

Read Disclaimer